ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନ୍ତୁରାସୂତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନ୍ତୁରାସୂତା   ବିଶେଷ୍ୟ

ଅର୍ଥ : ମନ୍ତ୍ର ପାଠ କରି ଗଣ୍ଠି କରାଯାଇଥିବା ଯେଉଁ ସୂତାକୁ ରୋଗ ବା ପ୍ରେତବାଧା ଦୂର କରିବାପାଇଁ ବେକ ବା ହାତରେ ବନ୍ଧାଯାଏ

ଉଦାହରଣ : ରାମାନନ୍ଦଜୀ ମନ୍ତୁରାସୂତା ପିନ୍ଧନ୍ତି

मंत्र पढ़कर गाँठ लगाया हुआ वह धागा जो रोग या प्रेतबाधा दूर करने के लिए गले या हाथ में बाँधते हैं।

रामानंदजी गंडा पहनते हैं।
गंडा, गण्डा