ଅର୍ଥ : ଚଉଦଟି ବର୍ଣ୍ଣବୃତ୍ତ ଥିବା ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ମନୋରମାର ପ୍ରତ୍ୟେକ ପାଦରେ ଚାରିଟି ସଗଣ ଏବଂ ଶେଷରେ ଦୁଇଟି ଲଘୁ ଥାଏ
ଅର୍ଥ : ଆର୍ଯ୍ୟଛନ୍ଦର ସତାବନଟି ଭେଦ ମଧ୍ୟରୁ ଗୋଟିଏ
ଉଦାହରଣ :
ମନୋରମାରେ ବାରଟି ଗୁରୁ ଏବଂ ତେତିଶଟି ଲଘୁ ବର୍ଣ୍ଣ ଥାଏ
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ମନୋରମାର ପ୍ରତ୍ୟେକ ଚରଣରେ ଚାରିଟି ଭଗଣ ଏବଂ ଦୁଇଟି ଗୁରୁ ଥାଏ
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ମନୋରମାର ପ୍ରତ୍ୟେକ ପାଦରେ ତିନୋଟି ତଗଣ ଏବଂ ଗୋଟିଏ ଗୁରୁ ଥାଏ
ଅର୍ଥ : ଜଣେ ଗନ୍ଧର୍ବୀ
ଉଦାହରଣ :
ମନୋରମାର ବର୍ଣ୍ଣନା ପୁରାଣରେ ମିଳେ