ଅର୍ଥ : ମନକୁ ପ୍ରସନ୍ନ କରିବାପାଇଁ କୌଣସି କାମ କରିବା
ଉଦାହରଣ :
ଆମେମାନେ ମେଳାରେ ବହୁତ ମନୋରଞ୍ଜନ କଲୁ
ସମକକ୍ଷ : ଆମୋଦ ପ୍ରମୋଦ କରିବା, ଉପଭୋଗ କରିବା, ମନ ପ୍ରସନ୍ନ କରିବା
ଅର୍ଥ : ଆମୋଦ ପ୍ରମୋଦ ବସ୍ତୁର ବ୍ୟବହାର କରିବା
ଉଦାହରଣ :
ପରୀକ୍ଷା ସରିବା ପରେ ହିଁ ଅନେକ ମଉଜମସ୍ତି ହେଲା
ସମକକ୍ଷ : ଆମୋଦ ପ୍ରମୋଦ କରିବା, ମଉଜମସ୍ତି ହେବା, ମଜା କରିବା
ଅର୍ଥ : ମଉଜମସ୍ତି ବା ଖାଦ୍ୟପେୟପାଇଁ ପାର୍ଟି କରିବା ବା ପାର୍ଟିରେ ସାମିଲ ହେବା
ଉଦାହରଣ :
ପରୀକ୍ଷାପରେ ଆମେସବୁ ଖୁବ ପାର୍ଟି କରିବା
ସମକକ୍ଷ : ପାର୍ଟି କରିବା, ମଉଜମସ୍ତି କରିବା