ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧ୍ୟକାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଧ୍ୟକାଳ   ବିଶେଷ୍ୟ

ଅର୍ଥ : ନିର୍ଦ୍ଧାରିତ କାଳ ମଧ୍ୟରେ ଥିବା ସମୟ

ଉଦାହରଣ : ସପ୍ତଦଶ ଶତାବ୍ଦୀର ମଧ୍ୟ-କାଳରେ କେତେକ ୟୁରୋପୀୟ ଦେଶ ବାଣିଜ୍ୟ କରିବା ଅଭିପ୍ରାୟରେ ଭାରତକୁ ଆସିଥିଲେ

ସମକକ୍ଷ : ମଧ୍ୟ-କାଳ

प्राचीन और आधुनिक युग के बीच का समय।

मध्यकाल में कई यूरोपीय देश व्यापार करने की इच्छा से भारत आए।
मध्य-काल, मध्य-युग, मध्यकाल, मध्ययुग

Time between the beginning and the end of a temporal period.

The middle of the war.
Rain during the middle of April.
middle