ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧୁକରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଧୁକରୀ   ବିଶେଷ୍ୟ

ଅର୍ଥ : ସାଧୁ-ସନ୍ୟାସୀମାନଙ୍କର ଯେଉଁ ଭିକ୍ଷାରେ ସେମାନେ କେବଳ ରନ୍ଧା ଖାଦ୍ୟ ନିଅନ୍ତି

ଉଦାହରଣ : ସାଧୁ ମହାରାଜା ଦ୍ୱାରପାଖରେ ବସି ମଧୁକରୀ ଭୋଗ ଲଗାଉଛନ୍ତି

साधु-संन्यासियों की वह भिक्षा जिसमें वे केवल पका हुआ भोजन लेते हैं।

साधु महाराज द्वार पर बैठकर मधुकरी का भोग लगा रहे हैं।
मधुकड़ी, मधुकरी