ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଦୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଦୁଆ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି ପ୍ରାୟ ଅତ୍ୟଧିକ ମଦ ପିଏ

ଉଦାହରଣ : ମଦୁଆଟି ବେହୋସ୍ ହୋଇ ନଳାରେ ପଡ଼ିଥିଲା

ସମକକ୍ଷ : ମଦ୍ୟପ

वह जो प्रायः और अधिक शराब पीता हो।

शराबी शराब पीने के बाद नाले में गिर गया।
आसवी, पियक्कड़, बेवड़ा, मद्यप, शराबखोर, शराबी

A person who drinks alcoholic beverages (especially to excess).

drinker, imbiber, juicer, toper

ଅର୍ଥ : ମଦ୍ୟପାନ କରିଥିବା ବ୍ୟକ୍ତି

ଉଦାହରଣ : ମଦୁଆଟି ଟଳି ଟଳି ଚାଲୁଥିଲା

ସମକକ୍ଷ : ମଦ୍ୟପ

शराब पिया हुआ व्यक्ति।

शराबी लड़खड़ाते हुए चल रहा है।
बेवड़ा, मद्यप, शराबी

Someone who is intoxicated.

drunk

ମଦୁଆ   ବିଶେଷଣ

ଅର୍ଥ : ମଦ ପିଇଥିବା ବ୍ୟକ୍ତି

ଉଦାହରଣ : ମଦୁଆ ଡ୍ରାଇଭର୍ ଗାଡ଼ିକୁ ଗଛରେ ପିଟି ଦେଲା

ସମକକ୍ଷ : ମଦ୍ୟପ

शराब पिया हुआ।

शराबी ड्राइवर ने गाड़ी को पेड़ से टकरा दिया।
बेवड़ा, मद्यप, शराबी

ଅର୍ଥ : ପ୍ରାୟ ଅଧିକ ମଦ ପିଉଥିବା ବ୍ୟକ୍ତି

ଉଦାହରଣ : ମଦୁଆ ଲୋକଟି ପ୍ରତିଦିନ ମଦ ପିଇ ଘରକୁ ଆସେ

ସମକକ୍ଷ : ମଦ୍ୟପ

प्रायः अधिक शराब पीनेवाला।

शराबी पिता ने रमेश की पढ़ाई छुड़वा दी।
बेवड़ा, मद्यप, शराबी

Addicted to alcohol.

Alcoholic expatriates in Paris.
alcohol-dependent, alcoholic