ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଦିରା ଶାଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଦିରା ଶାଳା   ବିଶେଷ୍ୟ

ଅର୍ଥ : ମଦ କିଣି ପିଇବା ସ୍ଥାନ

ଉଦାହରଣ : ଶ୍ୟାମାର ସ୍ୱାମୀ ସବୁଦିନେ ମଦ ଦୋକାନକୁ ମଦ ପିଇବାକୁ ଯାଏ

ସମକକ୍ଷ : ମଦ ଦୋକାନ, ମଦ୍ୟ ଶାଳା, ମଧୁଶାଳା

शराब खरीद कर पीने का स्थान।

श्यामा का पति प्रतिदिन मदिरालय में शराब पीने जाता है।
आपान, पानागार, बार, मदिरालय, मद्यशाला, मधुशाला, मयख़ाना, मयखाना, शराब घर, शराबख़ाना, शराबखाना, शराबघर, सुरागार

A room or establishment where alcoholic drinks are served over a counter.

He drowned his sorrows in whiskey at the bar.
bar, barroom, ginmill, saloon, taproom