ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମତିଭ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମତିଭ୍ରମ   ବିଶେଷ୍ୟ

ଅର୍ଥ : ରୋଗ, ମାନସିକ ଅସ୍ଥିରତା ଆଦି କାରଣରୁ ଉତ୍ପନ୍ନ ଯେଉଁ ଅବସ୍ଥାରେ କୌଣସି ଲୋକ ଯାହା ବାସ୍ତବ ନୁହେଁ ତାହା ଶୁଣେ ବା ଦେଖେ

ଉଦାହରଣ : ବୁଢାହେବା କାରଣରୁ ଜେଜେଙ୍କର ମତିଭ୍ରମ ହେଉଛି

ସମକକ୍ଷ : ମତିଭ୍ରାନ୍ତି

बीमारी, मानसिक अस्थिरता आदि के कारण उत्पन्न वह अवस्था जिसमें कोई वह सुनता या देखता है जो वास्तव में नहीं होता।

बुढ़ापे के कारण दादाजी को मतिभ्रम हो जाता है।
मति-भ्रम, मति-भ्रांति, मति-भ्रान्ति, मतिभ्रम, मतिभ्रांति, मतिभ्रान्ति

Illusory perception. A common symptom of severe mental disorder.

hallucination