ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଝୋଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଝୋଲା   ବିଶେଷ୍ୟ

ଅର୍ଥ : ଜୋତାର ତଳ ସିଲେଇ କରିବାପାଇଁ ବ୍ୟବହାର ହେଉଥିବା ଏକ ପ୍ରକାର ଉପକରଣ

ଉଦାହରଣ : ମୋଚି ମଝୋଲାରେ ଜୋତାର ତଳ ସିଲେଇ କରୁଛି

जूते का तला सीने का एक प्रकार का औजार।

मोची से मझेले से जूते का तला सी रहा है।
मझेला

ଅର୍ଥ : ଚମଡ଼ାର ରାଡ଼ୁରାଡ଼ୁଆ ଗୁଣ ଦୂର କରିବାପାଇଁ ବ୍ୟବହୃତ କାଠ ମୁଠା ଲାଗିଥିବା ଏକ ହତିଆର

ଉଦାହରଣ : ମୋଚି ମଝୋଲାରେ ଚମଡ଼ାକୁ ରଗଡ଼ୁଛି

लकड़ी का दस्ता लगा वह औजार जिससे चमड़े का खुर-खुरापन दूर किया जाता है।

मोची मझेले से चमड़े को रगड़ रहा है।
मझेला