ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଙ୍ଗଳଗୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଙ୍ଗଳଗୀତ   ବିଶେଷ୍ୟ

ଅର୍ଥ : ବିବାହ ସମୟରେ କନ୍ୟାପକ୍ଷର ସ୍ତ୍ରୀମାନେ ଗାଉଥିବା ଗୀତ

ଉଦାହରଣ : ସ୍ତ୍ରୀଲୋକଙ୍କ ସହିତ ବୁଢ଼ିମା ମଧ୍ୟ କଳସା ଗାଉଛି

ସମକକ୍ଷ : କଳସା

वे गीत जो विवाह के समय कन्यापक्ष की स्त्रियाँ गाती हैं।

दादी माँ भी औरतों के साथ सुहाग गा रही हैं।
सुहाग, सुहाग गीत, सोहाग

ଅର୍ଥ : ମଙ୍ଗଳ ଅବସରରେ ବା କାହାରିକୁ ଶୁଭେଚ୍ଛା ଜଣାଇବା ଅବସରରେ ଗାନ କରାଯାଉଥିବା ଗୀତ

ଉଦାହରଣ : ରାମ ଜନ୍ମ ହେବା ପରେ ଅଯୋଧ୍ୟାବାସୀ ବଧାଇଗୀତ ଗାଉଥିଲେ

ସମକକ୍ଷ : ବଧାଇଗୀତ

मंगल अवसर पर या किसी को बधाई देने के लिए गाया जानेवाला गीत।

राम जन्म पर अयोध्यावासी बधाई गीत गा रहे थे।
बधाई, बधाई गीत, बधावना, बधावा