ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମକର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମକର   ବିଶେଷ୍ୟ

ଅର୍ଥ : ବାର ରାଶିମାନଙ୍କରୁ ଦଶମ ରାଶି ଯେଉଁଥିରେ ଉତ୍ତରାଷାଢ଼ା ନକ୍ଷତ୍ରର ଶେଷ ତିନିପାଦ, ପୂରା ଶ୍ରବଣ ନକ୍ଷତ୍ର ଏବଂ ଧନିଷ୍ଠାର ପ୍ରଥମ ଦୁଇପାଦ ଅବସ୍ଥିତ

ଉଦାହରଣ : ମୁଁ ମକର ରାଶିର ବାର୍ଷିକ ଭବିଷ୍ୟଫଳ ଜାଣିବାକୁ ଚାହେଁ

ସମକକ୍ଷ : ମକରରାଶି

बारह राशियों में से दसवीं राशि जिसमें उत्तराषाढ़ा नक्षत्र के अंतिम तीन पाद,पूरा श्रवण और धनिष्ठा के आरंभ के दो पाद हैं।

मुझे मकर राशि का वार्षिक भविष्यफल जानना है।
जलरूप, मकर, मकर राशि, मकरराशि, मृग

The tenth sign of the zodiac. The sun is in this sign from about December 22 to January 19.

capricorn, capricorn the goat, goat

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ମକରରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ମକରରାଶିରେ ଥାଏ

ଉଦାହରଣ : ମକରରାଶିପାଇଁ ଏବର୍ଷ ଅତ୍ୟଧିକ ଫଳଦାୟକ

ସମକକ୍ଷ : ମକରରାଶି

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मकरराशि में हो।

मकरराशिवालों के लिए यह वर्ष अत्यधिक फलदायी है।
मकर राशिवाला, मकरराशिवाला

(astrology) a person who is born while the sun is in Capricorn.

capricorn, goat