ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଉଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଉଳା   ବିଶେଷଣ

ଅର୍ଥ : ଯାହା ଶୁଖିଯାଇଛି

ଉଦାହରଣ : ଝାଉଁଳା ଗଛଗୁଡ଼ିକରେ ପାଣି ଦିଅ

ସମକକ୍ଷ : ଝାଉଁଳା, ମୁରୁକୁଟା, ମୁରୁକୁଟିଆ

जो सूखने पर हो।

कुम्हलाये पौधों में पानी डाल दो।
कुम्हलाया, मुरझाया, शीर्ण

(used especially of vegetation) having lost all moisture.

Dried-up grass.
The desert was edged with sere vegetation.
Shriveled leaves on the unwatered seedlings.
Withered vines.
dried-up, sear, sere, shriveled, shrivelled, withered

ଅର୍ଥ : ଯାହାର ସବୁଜତା ଚାଲିଯାଇଛି

ଉଦାହରଣ : ରୌଦ୍ରଦଗ୍ଧ ଝାଉଁଳା ଗଛବୃଚ୍ଛ ସବୁ ଆଷାଢ଼ୁଆ ପାଣି ପଡ଼ିବା ମାତ୍ରେ ହିଁ ସବୁଜିମାରେ ଭରିଯାନ୍ତି

ସମକକ୍ଷ : ଝାଉଁଳା, ମୁରୁକୁଟା

जिसका हरापन चला गया हो।

गरमी से कुम्हलाये पेड़-पौधे वर्षा की बूँद पड़ते ही हरे-भरे हो गए।
कुम्हलाया, मुरझाया

(used especially of vegetation) having lost all moisture.

Dried-up grass.
The desert was edged with sere vegetation.
Shriveled leaves on the unwatered seedlings.
Withered vines.
dried-up, sear, sere, shriveled, shrivelled, withered

ଅର୍ଥ : ମାମୁ ଠାରୁ ଜାତ

ଉଦାହରଣ : ମୋହନ ମୋର ମଉଳାପୁଅ ଭାଇ

ସମକକ୍ଷ : ମାମୁ

मामा से उत्पन्न।

मोहन मेरा ममेरा भाई है।
ममेरा, मामूजाद