ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଡ଼ାରେ ନେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଡ଼ାରେ ନେବା   କ୍ରିୟାପଦ

ଅର୍ଥ : ଅନ୍ୟ କାହାରି ଗାଡ଼ି, ଜିନିଷ, ଘରଆଦିର ବ୍ୟବହାର କରିବା ନିମନ୍ତେ ତାଙ୍କୁ ଭଡ଼ାରୂପରେ କିଛି ଅର୍ଥ ଦେବା

ଉଦାହରଣ : ସେ ମୁମ୍ବାଈରେ ଗୋଟିଏ ଘର ଭଡ଼ାରେ ନେଇଛି

दूसरे की कोई गाड़ी, वस्तु, घर, आदि का उपयोग करने के लिए उसे किराए के रूप में कुछ नियत धन देना।

उसने मुम्बई में एक घर किराए पर लिया है।
किराये पर उठाना, किराये पर लेना, भाड़े पर लेना

Hold under a lease or rental agreement. Of goods and services.

charter, hire, lease, rent