ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଡ଼ାଟିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଡ଼ାଟିଆ   ବିଶେଷ୍ୟ

ଅର୍ଥ : ଘର ଆଦିକୁ ଭଡ଼ାରେ ନେଉଥିବା ବ୍ୟକ୍ତି

ଉଦାହରଣ : ସେହି ଭଡ଼ାଟିଆ ଏପର୍ଯ୍ୟନ୍ତ ଦୁଇ ମାସର ଘରଭଡ଼ା ଦେଇନାହିଁ

घर आदि को किराये या भाड़े पर लेने वाला व्यक्ति।

कियारेदार ने अभी तक दो महीने का किराया नहीं दिया है।
किराएदार, किरायादार, किरायेदार, भड़ैत, भाड़ोती

Someone who pays rent to use land or a building or a car that is owned by someone else.

The landlord can evict a tenant who doesn't pay the rent.
renter, tenant