ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭିଜାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭିଜାଇବା   କ୍ରିୟାପଦ

ଅର୍ଥ : ପାଣି ବା କିଛି ତରଳ ପଦାର୍ଥରେ ଓଦାହେବାପାଇଁ କୌଣସି ବସ୍ତୁକୁ ସେଥିରେ ବୁଡ଼ାଇବା

ଉଦାହରଣ : ସକାଳେ ଖାଇବାପାଇଁ ମାଆ ପ୍ରତିଦିନ ରାତିରେ ଚଣା ଭିଜାନ୍ତି

ସମକକ୍ଷ : ଆର୍ଦ୍ର କରିବା, ପାଣିରେ ବୁଡ଼ାଇ ରଖିବା, ଭିଜେଇବା

किसी वस्तु को पानी अथवा किसी तरल पदार्थ से तर करने के लिए उसमें डुबाना।

सुबह खाने के लिए माँ रोज रात को चना भिगोती हैं।
भिंगाना, भिंजाना, भिगाना, भिगोना, भिजाना

Submerge in a liquid.

I soaked in the hot tub for an hour.
soak

ଅର୍ଥ : ଅନ୍ୟ କାହାଦ୍ୱାରା ଓଦାକରିବା କାମ କରାଇବା

ଉଦାହରଣ : ଜେଜେ ଶୁଖିଲା ଦାନ୍ତକାଠିକୁ ପାଣିରେ ତିନ୍ତାଇଲେ

ସମକକ୍ଷ : ଓଦାକରାଇବା, ତିନ୍ତାଇବା, ସିକ୍ତକରାଇବା

भिगोने का काम दूसरे से कराना।

दादाजी ने सूखे दातून को पानी में भिगवाया।
भिंगवाना, भिंजवाना, भिगवाना, भिजवाना

ଅର୍ଥ : ପାଣି କିମ୍ବା କୌଣସି ତରଳ ପଦାର୍ଥର ସଂଯୋଗରେ ନରମ କରିବା

ଉଦାହରଣ : କୁମ୍ଭାର ମାଠିଆ ତିଆରି କରିବାପାଇଁ ମାଟି ଭିଜାଉଛି

ସମକକ୍ଷ : ଓଦା କରିବା

पानी या किसी तरल पदार्थ के संयोग से तर या मुलायम करना।

कुम्हार घड़ा बनाने के लिए मिट्टी भिगो रहा है।
आर्द्र करना, गीला करना, तर करना, भिंगाना, भिंजाना, भिगाना, भिगोना, भिजाना, सींचना

Cause to become wet.

Wet your face.
wet