ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାସିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାସିବା   କ୍ରିୟାପଦ

ଅର୍ଥ : ପାଣି ଉପରକୁ ଆସିବା

ଉଦାହରଣ : ବନ୍ୟାରେ ବୁଡ଼ି ମରିଯାଇଥିବା ଲୋକଙ୍କ ଶବ ପାଣିରେ ଭାସୁଛି

पानी के ऊपर आना।

बाढ़ में डूबकर मरे हुए लोगों के शव पानी में उतरा रहे हैं।
उतराना

Come to the surface.

come up, rise, rise up, surface

ଅର୍ଥ : ପାଣିଉପରେ ଭାସିବା

ଉଦାହରଣ : ପୋଖରୀରେ ଗୋଟିଏ ଶବ ଭାସୁଛି

पानी की सतह के ऊपर होना या तैरना।

तालाब में एक शव तैर रहा है।
उतराना, तिरना, तैरना