ଅର୍ଥ : ଏକ ଭାଷାରେ ଲେଖା ହୋଇଥିବା ବିଷୟବସ୍ତୁ ବା କୁହାଯାଇଥିବା କଥାକୁ ଅନ୍ୟ ଭାଷାରେ ଲେଖିବା ବା କହିବା
ଉଦାହରଣ :
ରାମାୟଣକୁ ଅଧିକାଂଶ ଭାଷାରେ ଅନୁବାଦ କରାଯାଇଛି
ସମକକ୍ଷ : ଅନୁବାଦ କରିବା, ଭାଷାଂତର କରିବା, ଭାଷାଂତରଣ କରିବା, ଭାଷାନ୍ତରଣ କରିବା, ରୂପାଂତର କରିବା, ରୂପାନ୍ତର କରିବା