ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାଗବତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାଗବତ   ବିଶେଷ୍ୟ

ଅର୍ଥ : ଅଷ୍ଟାଦଶ ପୁରାଣମାନଙ୍କ ମଧ୍ୟରୁ ଗୋଟିଏ ଯେଉଁଥିରେ ଭକ୍ତି ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରାଯାଇଛି

ଉଦାହରଣ : ସେ ପ୍ରତିଦିନ ଗାଧୋଇସାରି ଭାଗବତ ପଢ଼େ

ସମକକ୍ଷ : ଭାଗବତ ପୁରାଣ, ଶ୍ରୀମଦ ଭାଗବତ ପୁରାଣ

अठारह पुराणों में से एक जिसमें भक्ति के ऊपर विस्तार से प्रकाश डाला गया है।

वह प्रतिदिन नहा-धोकर भागवत पढ़ता है।
भागवत, भागवत पुराण, भागवतपुराण, श्रीमद्भागवतपुराण

A body of 18 works written between the first and 11th centuries and incorporating legends and speculative histories of the universe and myths and customary observances.

purana