ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭବିଷ୍ୟତବାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭବିଷ୍ୟତବାଣୀ   ବିଶେଷ୍ୟ

ଅର୍ଥ : ସଂକେତ ବା ଅନୁମାନରେ କୌଣସି ବିଷୟକୁ କହିବାର କ୍ରିୟା

ଉଦାହରଣ : ସଂପ୍ରତି ହୋଇଥିବା ପ୍ରାକୃତିକ ଘଟଣାଗୁଡ଼ିକର ଭବିଷ୍ୟତବାଣୀ କିଛି ଲୋକମାନେ ଆଗରୁ ହିଁ କରିଥିଲେ

ସମକକ୍ଷ : ଅନୁଭାବନ

संकेत या अनुमान से किसी विषय को बतलाने की क्रिया।

हाल ही हुईं प्राकृतिक घटनाओं का अनुभावन कुछ लोगों ने पहले ही किया था।
अनुभावन

ଅର୍ଥ : ଆଗକୁ ହେବାକୁ ଯାଉଥିବା କଥା ଯାହା ପ୍ରଥମରୁ କେହି କହିଦେଇଅଛି

ଉଦାହରଣ : ସେ ମହାତ୍ମାଙ୍କର ଭବିଷ୍ୟତବାଣୀ ସତ୍ୟ ପ୍ରମାଣିତ ହୋଇଅଛି

ସମକକ୍ଷ : ଆଗତବଣୀ

आगे चलकर होने वाली वह बात जो पहले से ही किसी ने कह दी हो।

उस महात्मा की भविष्यवाणी सत्य साबित हुई।
आगमवाणी, भविष्यवाणी

A statement made about the future.

forecasting, foretelling, prediction, prognostication