ଅର୍ଥ : କାହାର ଭରଣପୋଷଣପାଇଁ ଦିଆଯାଉଥିବା ଧନ
ଉଦାହରଣ :
ସରକାର ବିଧବା ଓ ବୃଦ୍ଧଲୋକମାନଙ୍କ ଜୀବନଯାପନ ପାଇଁ ଭତ୍ତା ଦେଉଛନ୍ତି
ସମକକ୍ଷ : ଅନୁକମ୍ପାରାଶି
ଅର୍ଥ : ଯେଉଁ ମାସିକ ବା ବାର୍ଷିକ ବୃତ୍ତି କୌଣସି ବ୍ୟକ୍ତିଙ୍କ ପୂର୍ବର ସେବା ବଦଳରେ ତାଙ୍କୁ ବା ତାଙ୍କ ପରିବାରର ଲୋକଙ୍କୁ ମିଳେ
ଉଦାହରଣ :
ତାଙ୍କୁ ମାସକୁ ଦଶ ହଜାର ଟଙ୍କା ପେନ୍ସନ୍ ମିଳୁଛି
ସମକକ୍ଷ : ପେନ୍ସନ୍
ଅର୍ଥ : କୌଣସି କର୍ମଚାରୀଙ୍କୁ ଯାତ୍ରା ଆଦି ସମୟରେ ବା କୌଣସି ଅତିରିକ୍ତ କାର୍ଯ୍ୟ କରିବାପାଇଁ ଯେଉଁ ଦୈନିକ ବା ମାସିକ ଖର୍ଚ୍ଚ ମିଳେ
ଉଦାହରଣ :
ଆପଣଙ୍କୁ କେତେ ଆବାସିକ ଭତ୍ତା ମିଳୁଛି
ସମକକ୍ଷ : ଏଲାଉନ୍ସ୍