ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଗ୍ନଦୂତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଗ୍ନଦୂତ   ବିଶେଷ୍ୟ

ଅର୍ଥ : ପରାଜୟର ଖବର ଦେବାପାଇଁ ରଣକ୍ଷେତ୍ରରୁ ଲୁଚି ଆସିଥିବା ବ୍ୟକ୍ତି

ଉଦାହରଣ : ଭଗ୍ନଦୂତଦ୍ୱାରା ପରାଜୟର ଖବର ମିଳିବା କ୍ଷଣି ରାଜା ଦୁର୍ଗର ସବୁ ଦ୍ୱାର ବନ୍ଦ କରିଦେଲେ

पराजय का समाचार देने के लिए रणक्षेत्र से भागकर आया हुआ व्यक्ति।

भग्नदूत द्वारा पराजय का समाचार मिलते ही राजा ने किले के सभी दरवाजे बंद करा दिए।
भग्न-दूत, भग्नदूत