ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭକ୍ଷକ   ବିଶେଷ୍ୟ

ଅର୍ଥ : ନିଜ ସ୍ୱାର୍ଥ ପାଇଁ ଯେ ଅନ୍ୟ କାହାରି ସର୍ବନାଶ କରେ

ଉଦାହରଣ : ରକ୍ଷକ ଭକ୍ଷକ ହେଲେ କେହି କିଛି କରିପାରିବ ନାହିଁ

वह जो अपने स्वार्थ के लिए किसी का सर्वनाश करता हो।

जब रक्षक ही भक्षक बन जाए तो कोई कुछ नहीं कर सकता।
भक्षक, भक्षी

ଭକ୍ଷକ   ବିଶେଷଣ

ଅର୍ଥ : ଖାଇବା ବାଲା

ଉଦାହରଣ : ବାଘ ଗୋଟିଏ ମାଂସ ଭକ୍ଷୀ ଜନ୍ତୁ

ସମକକ୍ଷ : ଖାଦକ, ଭକ୍ଷୀ

खानेवाला।

शेर एक माँस भक्षक जंतु है।
आशी, खादक, भक्षक, भक्षी

ଅର୍ଥ : ଭୋଜନ କରୁଥିବା

ଉଦାହରଣ : ସବୁ ଭୋଜନକାରୀ ବ୍ୟକ୍ତିଙ୍କୁ ଖାଦ୍ୟ ପରଶାଯାଇଛି

ସମକକ୍ଷ : ଖାଇବାବାଲା, ଭୋଜନକର୍ତ୍ତା, ଭୋଜନକାରୀ