ଅର୍ଥ : ଯେଉଁ ସରଳ ରେଖା କୌଣସି ବୃତ୍ତର ଗୋଲାକାର କ୍ଷେତ୍ରର ଠିକ ମଧ୍ୟଦେଇ ଯାଇଥାଏ ଓ ଯାହାର ଦୁଇଟି ମୁଣ୍ଡ ବୃତ୍ତର ପରିଧିସହ ମିଳିତ ହୋଇଥାଏ
ଉଦାହରଣ :
ଏହି ବୃତ୍ତର ବ୍ୟାସ ନିର୍ଣ୍ଣୟ କର
ସମକକ୍ଷ : ଡାୟାମିଟର
ଅର୍ଥ : ଉତ୍ତର ଭାରତର ଏକ ନଦୀ
ଉଦାହରଣ :
ବ୍ୟାସ ନଦୀ ହିମାଳୟରୁ ବାହାରି ଆରବ ଉପସାଗରରେ ଯାଇ ମିଶିଅଛି
ସମକକ୍ଷ : ବ୍ୟାସ ନଦୀ
ଅର୍ଥ : ବେଦଗୁଡ଼ିକର ସଂଗ୍ରହ ଏବଂ ସମ୍ପାଦନା କରିଥିବା ଜଣେ ବଡ଼ ଏବଂ ଶ୍ରେଷ୍ଠଋଷି
ଉଦାହରଣ :
ବେଦବ୍ୟାସ ମହାଭାରତକୁ ଲେଖନୀବଦ୍ଧ କରିବାପାଇଁ ଭଗବାନ ଗଣେଶଙ୍କୁ ଆମନ୍ତ୍ରିତ କରିଥିଲେ
ସମକକ୍ଷ : କୃଷ୍ଣ ଦୌପାୟନ, ବାଦରାୟଣ, ବେଦବ୍ୟାସ, ବ୍ୟାସଦେବ
ଅର୍ଥ : ପଞ୍ଜାବର ଏକ କ୍ଷେତ୍ର
ଉଦାହରଣ :
ବ୍ୟାସରେ ନିରାକାରମାନଙ୍କର ବହୁତ ବଡ଼ ପୀଠ ରହିଛି