ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟଥାତୁର ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟଥାତୁର ହେବା   କ୍ରିୟାପଦ

ଅର୍ଥ : ଅଚାନକ କଷ୍ଟ ବା ପୀଡ଼ା ହେବାରୁ ବିକଳ ହେବା

ଉଦାହରଣ : ମିଛ ଦୋଷାରୋପ ଶୁଣି ସେମାନେ ବ୍ୟଥିତ ହେଲେ

ସମକକ୍ଷ : ବ୍ୟଥିତ ହେବା, ମନସ୍ତାପ କରିବା

अचानक कष्ट या पीड़ा होने से विकल होना।

झूठा आरोप सुनकर वे तिलमिला गए।
तलमलाना, तिलमिलाना