ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ୟତୀପାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ୟତୀପାତ   ବିଶେଷ୍ୟ

ଅର୍ଥ : ଜ୍ୟୋତିଷଶାସ୍ତ୍ରର ସତାଇଶଟି ଯୋଗ ମଧ୍ୟରୁ ସତରତମ ଯୋଗ

ଉଦାହରଣ : ବ୍ୟତୀପାତରେ ଜନ୍ମିତ ବ୍ୟକ୍ତି ନିଜର ଅନୁଭବରେ ଦୁଃଖକୁ ସୁଖରେ ବଦଳାଇବାରେ ସକ୍ଷମ ହୋଇଥାଏ

ज्योतिषशास्त्र के सत्ताइस योगों में से सत्रहवाँ योग।

व्यतीपात में जन्मा व्यक्ति अपने अनुभवों से दुख को सुख में बदल लेने में सक्षम होता है।
व्यतीपात, व्यतीपात योग

ଅର୍ଥ : ଏକ ଯୋଗ ବିଶେଷ ଯେଉଁଥିରେ ଅମାବାସ୍ୟା ଦିନ ରବିବାର ଅବା ଶ୍ରବଣା, ଧନିଷ୍ଠା, ଆଦ୍ରା, ଅଶ୍ଳେଷା ବା ମୃଗଶିରା ନକ୍ଷତ୍ର ଯୁକ୍ତ ହୋଇଥାଏ

ଉଦାହରଣ : ବ୍ୟତୀପାତ ଯୋଗରେ ଯାତ୍ରା କରିବା ନିଷିଦ୍ଧ

एक योग विशेष जो अमावस्या के दिन रविवार या श्रवण, धनिष्ठा, आर्द्रा, अश्लेषा या मृगशिरा नक्षत्र होने पर होता है।

व्यतीपात में यात्रा करना निषिद्ध माना गया है।
व्यतीपात