ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବ୍ଲକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବ୍ଲକ   ବିଶେଷ୍ୟ

ଅର୍ଥ : କୌଣସି ସହରର ସଡକ ଘେରା ଯେଉଁ ଆୟତାକାର କ୍ଷେତ୍ରରେ ସାଧାରଣ ଢଙ୍ଗରେ କେତେ କୋଠା ତିଆରି ହୋଇଥାଏ

ଉଦାହରଣ : ସେ ସାକେତର ଜି ବ୍ଲକରେ ରହୁଛି

किसी शहर का, सड़कों से घिरा हुआ वह आयताकार क्षेत्र जिसमें आमतौर पर कई इमारतें होती हैं।

वह साकेत के जी ब्लॉक में रहता है।
ब्लाक, ब्लॉक

A rectangular area in a city surrounded by streets and usually containing several buildings.

He lives in the next block.
block, city block

ଅର୍ଥ : ପ୍ରଶାସନର ସୁବିଧା ପାଇଁ ତହସିଲକୁ କରାଯାଇଥିବା ବିଭାଗ

ଉଦାହରଣ : ଏହି ତହସିଲରେ ପାଞ୍ଚଟି ବ୍ଲକ ଅଛି

प्रशासन की सुविधा के लिए तहसील का किया हुआ विभाग।

इस तहसील में पाँच प्रखंड हैं।
प्रखंड, प्रखण्ड, ब्लाक, ब्लॉक

A large indefinite location on the surface of the Earth.

Penguins inhabit the polar regions.
region

ଅର୍ଥ : କୌଣସି ଜିଲ୍ଲାର ଯେଉଁ ଭୂ-ଭାଗରେ ବହୁତ ଗାଁ ଅଛି

ଉଦାହରଣ : ଗୋଟିଏ ଜିଲ୍ଲାରେ କେତୋଟି ପ୍ରଗଣା ଥାଏ

ସମକକ୍ଷ : ପ୍ରଗଣା

किसी जिले का वह भूभाग जिसमें बहुत से गाँव हों।

एक जिले में कई परगने होते हैं।
परगना

A small administrative division of a country.

canton