ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋତା   ବିଶେଷ୍ୟ

ଅର୍ଥ : ଯଅ ଗଛର ଯେଉଁ ଅଂଶକୁ କାଟି ଗୋରୁଙ୍କୁ ଖାଇବାପାଇଁ ଦିଆଯାଇଥାଏ

ଉଦାହରଣ : ସେ ବଳଦକୁ ବୋତା ଖାଇବାକୁ ଦେଉଛି

ज्वार का पौधा जिसकी कुट्टी काटकर चौपायों को खिलाई जाती है।

वह बैल को करबी खिला रहा है।
करबी

ଅର୍ଥ : ଶସ୍ୟ, ଦାନାଆଦିର ଉପର ଚୋପା

ଉଦାହରଣ : ଗାଈ ଚଷୁ ଖାଉଛି

ସମକକ୍ଷ : ଚଷୁ, ଚୋକଡ଼, ତଷୁ, ଭୁଷି

अनाज, दाने आदि के ऊपर का छिलका।

गाय भूसी खा रही है।
चापट, चोकर, तुष, तूसा, धान्यस्थि, भूसी

Material consisting of seed coverings and small pieces of stem or leaves that have been separated from the seeds.

chaff, husk, shuck, stalk, straw, stubble

ଅର୍ଥ : ଦାଆରେ କଟାଯାଇଥିବା କୁଟାର ଛୋଟ ଛୋଟ ଖଣ୍ଡ

ଉଦାହରଣ : ବଳଦ ବୋତା ଖାଉଛି

ସମକକ୍ଷ : ବୋତି

गंडासे आदि से कटे हुए चारे के छोटे-छोटे टुकड़े।

बैल कुट्टी खा रहा है।
कुट्टी