ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋତଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋତଲ   ବିଶେଷ୍ୟ

ଅର୍ଥ : କାଚ ନିର୍ମିତ ଏକପ୍ରକାର ବଡ଼ ପାତ୍ର ଯେଉଁଥିରେ ଅର୍କଆଦି ରଖାଯାଏ

ଉଦାହରଣ : ଏହି ବୋତଲ ଫଳ ରସରେ ଭରି ରହିଛି

शीशे का वह बड़ा बर्तन जिसमें अर्क आदि रखते हैं।

यह कराबा गुलाबजल से भरा हुआ है।
कराबा, क़राबा

Metal or earthenware cooking vessel that is usually round and deep. Often has a handle and lid.

pot

ଅର୍ଥ : ଲମ୍ବା ବେକଯୁକ୍ତ କାଚ ଆଦିର ଏକ ପାତ୍ର

ଉଦାହରଣ : ସେ ଖାଲି ମଦ ବୋତଲକୁ ଧୋଇ ସେଥିରେ ସୋରିଷ ତେଲ ରଖିଲେ

लम्बी गर्दन वाला काँच आदि का एक पात्र।

उसने शराब की खाली बोतल को धोकर उसमें सरसों का तेल रखा।
बाटल, बॉटल, बोतल

A glass or plastic vessel used for storing drinks or other liquids. Typically cylindrical without handles and with a narrow neck that can be plugged or capped.

bottle