ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋଇତାଳୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋଇତାଳୁ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ଫଳ ଯାହାକୁ ତରକାରିରେ ବ୍ୟବହାର କରାଯାଏ

ଉଦାହରଣ : କିଛି ଲୋକ କଖାରୁ ତରକାରି ବହୁତ ଆଗ୍ରହରେ ଖାଆନ୍ତି

ସମକକ୍ଷ : କଖାରୁ, କୁଷ୍ମାଣ୍ଡ

एक प्रकार का फल जिसकी तरकारी बनाई जाती है।

कुछ लोग कुम्हड़े की तरकारी बड़े चाव से खाते हैं।
आमक, कद्दू, काशीफल, कुम्हड़ा, कुष्मांड, कूष्मांड, कोहँड़ा, कोहड़ा, पिंडफल, पिण्डफल, पुष्पफल, मीठा-कद्दू, वृहत्फल, वेष्टक, सीताफल

Usually large pulpy deep-yellow round fruit of the squash family maturing in late summer or early autumn.

pumpkin

ଅର୍ଥ : ଯେଉଁ ଫଳ ତରକାରି ହୁଏ

ଉଦାହରଣ : ଜମିରେ କଖାରୁ ଏବେ ଫଳିଲାଣି

ସମକକ୍ଷ : କଖାରୁ, କୁଷ୍ମାଣ୍ଡ

एक बेल जिसके फलों की तरकारी बनती है।

खेत का कुम्हड़ा अब फलने लगा है।
आमक, कद्दू, काशीफल, कुम्हड़ा, कुष्मांड, कूष्मांड, कोहँड़ा, कोहड़ा, नागपुष्पक, पुष्पफल, मीठा-कद्दू, वृहत्फल, वेष्टक, सीताफल

A coarse vine widely cultivated for its large pulpy round orange fruit with firm orange skin and numerous seeds. Subspecies of Cucurbita pepo include the summer squashes and a few autumn squashes.

autumn pumpkin, cucurbita pepo, pumpkin, pumpkin vine