ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୈଠକଖାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୈଠକଖାନା   ବିଶେଷ୍ୟ

ଅର୍ଥ : ବଡ଼ଲୋକଙ୍କ କୋଠାର ଏକ ବଡ଼ କୋଠରୀ ବା ବୈଠକ ଯେଉଁଥିରେ ଯାଆସ କରୁଥିବା ବ୍ୟକ୍ତିମାନେ ବସନ୍ତି

ଉଦାହରଣ : ନେତା ବୈଠକଖାନାରେ ବସି ଲୋକଙ୍କ କଥା ଶୁଣୁଥିଲେ ୤

बड़े आदमियों के मकान में वह बड़ा कमरा या बैठक जिसमें आने-जानेवाले लोग बैठते हैं।

नेताजी बैठक घर में बैठकर लोगों की बात सुन रहे थे।
दरीख़ाना, दरीखाना, बैठक घर

A formal room where visitors can be received and entertained.

drawing room, withdrawing room

ଅର୍ଥ : କୌଣସି ଉପର ମହଲାରେ ତିଆରି କରାଯାଇଥିବା ଘର ଯାହାର ବ୍ୟବହାର ବୈଠକ ଆଦି ଭାବେ କରାଯାଏ

ଉଦାହରଣ : ସେ ଦୁହେଁ ଉପର ତାଲା ବୈଠକଖାନାରେ ବସି କିଛି ବିଚାର-ବିମର୍ଶ କରୁଛନ୍ତି

किसी ऊपरी मंजिल पर बना कमरा जिसका उपयोग बैठक आदि के रूप में होता है।

वे दोनों चूला में बैठकर कुछ विचार-विमर्श कर रहे हैं।
चूला, बालाखाना