ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଲାଡୋନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଲାଡୋନା   ବିଶେଷ୍ୟ

ଅର୍ଥ : ଯେଉଁ ପଟି ଉପରେ ବେଲାଡୋନାର ସାର ଭାଗ ଲଗା ଯାଇଥାଏ

ଉଦାହରଣ : ବେଲାଡୋନା ଲଗାଇବାରୁ ଗଳାର ଦରଜ କିଛି କମି ଯାଇଛି

वह पट्टी जिस पर बेलाडोना की सत लगी होती है।

बेलाडोना लगाने से गले का दर्द कुछ कम हो गया है।
बेलाडोना

ଅର୍ଥ : ଔଷଧ ରୂପରେ ଖିଆ ଯାଉଥିବା ବା ପୀଡ଼ିତ ସ୍ଥାନରେ ଲଗାଇବା କାମରେ ଆସୁଥିବା ବେଲାଡୋନାର ସାରଭାଗ

ଉଦାହରଣ : ହୋମିଓପାଥିକର ଭଲ ଔଷଧ ଗୁଡ଼ିକ ମଧ୍ୟରେ ବେଲାଡୋନା ଗୋଟିଏ

बेलाडोना का सत जो दवा के समान खाने या पीड़ित स्थान पर लगाने के काम आता है।

बेलाडोना होमियोपैथी की उत्तम दवाओं में से एक है।
बेलाडोना

An alkaloidal extract or tincture of the poisonous belladonna plant that is used medicinally.

belladonna