ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଙ୍ଗଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଙ୍ଗଳା   ବିଶେଷ୍ୟ

ଅର୍ଥ : କଟା ଫସଲକୁ ବଳଦଙ୍କଦ୍ୱାରା ଚକଟାଇବା କାମ

ଉଦାହରଣ : ବେଙ୍ଗଳାପାଇଁ ପର୍ଯ୍ୟାପ୍ତ ବଳଦ ମିଳୁନାହାନ୍ତି

कटी फसल को बैलों से कुचलवाने का काम।

खुरदाँय के लिए पर्याप्त बैल नहीं मिल रहे हैं।
खुरदाँय, खुरदांय

ଅର୍ଥ : ଖାଡ଼ିରୁ ଶସ୍ୟକୁ ବାହାର କରିବାର କ୍ରିୟା ଯାହା ପ୍ରାୟ ଅମଳ ଯନ୍ତ୍ର ବା ବଳଦ ଦ୍ୱାରା କରାଯାଏ

ଉଦାହରଣ : ସେ ବଳଦଦ୍ୱାରା ଧାନ ବେଙ୍ଗଳା ପକାଉଛି

ସମକକ୍ଷ : ପତୁଳି

फसल की बालों से अनाज निकालने का काम जो प्रायः दँवरी यंत्र या बैलों से किया जाता है।

वह बैलों से धान की दँवरी कर रहा है।
दँवरी, दौंरी, मँड़ाई

The separation of grain or seeds from the husks and straw.

They used to do the threshing by hand but now there are machines to do it.
threshing