ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେଙ୍ଗଳାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେଙ୍ଗଳାଇବା   କ୍ରିୟାପଦ

ଅର୍ଥ : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା

ଉଦାହରଣ : କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି

ସମକକ୍ଷ : ପତୁଳି ପକାଇବା, ବେଙ୍ଗଳା ପକାଇବା, ବେଙ୍ଗୁଳିବା

पकी हुई फसल के डंठलों में से दाना अलगाने के लिए बैलों से रौंदवाना।

किसान खलिहान में धान की फसल को दाँ रहा है।
दाँना, दाँवना, दांना, दांवना, दाना

Remove the seeds from.

Seed grapes.
seed

ଅର୍ଥ : ବେଙ୍ଗଳାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଅମଳ କରିବା ସମୟରେ ଶସ୍ୟକୁ ବଳଦଙ୍କଦ୍ୱାରା ବେଙ୍ଗଳା ପକାନ୍ତି

ସମକକ୍ଷ : ବେଙ୍ଗଳା ପକାଇବା

रौंदने का काम दूसरे से करवाना।

दाना करते समय अनाज को बैलों से रौंदवाते हैं।
रौंदवाना