ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୁଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୁଦା   ବିଶେଷ୍ୟ

ଅର୍ଥ : ଛୋଟ ଗଛ ସମୂହ

ଉଦାହରଣ : ହେଟା ବାଘ ବୁଦାରେ ଲୁଚିଥିଲା

ସମକକ୍ଷ : ଗୁଳ୍ମ, ଝାଡ଼ବଣ

छोटे पेड़-पौधों का समूह।

तेंदुआ झाड़ी में छिपा हुआ था।
क्षुप समूह, गुल्म, झाड़ समूह, झाड़ी

A dense growth of bushes.

brush, brushwood, coppice, copse, thicket

ଅର୍ଥ : ଏକ ପ୍ରକାର ଛୋଟ ଗଛ

ଉଦାହରଣ : ଶ୍ୟାମର ବଗିଚାରେ ନାନା ପ୍ରକାର ଛୋଟ ଗଛ ଅଛି

ସମକକ୍ଷ : ଛୋଟଗଛ

लताओं, पेड़ों और झाड़ियों से अलग वे वनस्पतियाँ जो दो-तीन हाथ तक ऊपर बढ़ती हैं तथा जिनके तने और शाखाएँ बहुत कोमल होते हैं।

बगीचे के पौधों में तरह-तरह के फूल खिले हैं।
पौदा, पौधा

ଅର୍ଥ : ଗୋଟିଏ ଛୋଟ ଗଛ ଯେଉଁ ଡାଳଗୁଡ଼ିକ ମାଟିର ବହୁତ ପାଖରୁ ବାହାରି ଚାରିଆଡ଼କୁ ବିସ୍ତାରିତ ହୁଏ

ଉଦାହରଣ : ଏହି ଜଙ୍ଗଲରେ ବୁଦା ଅଧିକ ଅଛି

वह छोटा पौधा जिसकी डालियाँ ज़मीन के बहुत पास से निकलकर चारों ओर फैलती हैं।

इस जंगल में झाड़ की अधिकता है।
क्षुप, गुच्छ, गुच्छक, झाड़, झाड़ी