ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଡ଼ମ୍ବନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଡ଼ମ୍ବନା   ବିଶେଷ୍ୟ

ଅର୍ଥ : ଅପେକ୍ଷିତ ଓ ଘଟିତ ମଧ୍ୟରେ ହେଉଥିବା ଅସଂଗତି

ଉଦାହରଣ : ଏହା କିଭଳି ବିଡ଼ମ୍ବନା ଯେ କାଲିର ଲକ୍ଷପତି ଆଜି ରାସ୍ତାରେ ଭିକ ମାଗୁଛି

अपेक्षित और घटित के बीच होने वाली असंगति।

यह कैसी विडंबना है कि कल का लखपति आज सड़क पर भीख माँग रहा है।
विडंबना, विडम्बना

A trope that involves incongruity between what is expected and what occurs.

irony