ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ଫୋରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସ୍ଫୋରଣ   ବିଶେଷ୍ୟ

ଅର୍ଥ : ଭିତରେ ଭର୍ତ୍ତିହୋଇଥିବା ନିଆଁ ବା ଗରମର ଫୁଟି ଉଠିବା କାରଣରୁ ବାହାରକୁ ଆସିବାର କ୍ରିୟା

ଉଦାହରଣ : ଆଗ୍ନେୟଗିରିର ବିସ୍ଫୋରଣରେ ବହୁତ କ୍ଷତି ହେଲା

ସମକକ୍ଷ : ବିସ୍ଫୋଟନ

अंदर की भरी हुई आग या गर्मी के उबल या फूट पड़ने के कारण उसके बाहर आने की क्रिया।

ज्वालामुखी के विस्फोट से बहुत नुकसान हुआ है।
विस्फोट, स्फोट

ଅର୍ଥ : ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା

ଉଦାହରଣ : ବମ୍‌ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା

ସମକକ୍ଷ : ବିସ୍ଫୋଟନ

एकत्र गैस, बारूद आदि का अग्नि या ताप के कारण जोर का शब्द करते हुए बाहर निकल पड़ने की क्रिया।

बम विस्फोट में बीस लोगों की जान चली गई।
धमाका, ब्लास्ट, विस्फोट, स्फोट

A violent release of energy caused by a chemical or nuclear reaction.

blowup, detonation, explosion