ଅର୍ଥ : ଗରମ ବା ଆଘାତ ଯୋଗୁଁ ଜଳି ଉଠୁଥିବା ପଦାର୍ଥ
ଉଦାହରଣ :
ବାରୁଦ ଆଦି ବିସ୍ଫୋଟକ ପଦାର୍ଥ
ସମକକ୍ଷ : ବିସ୍ଫୋଟକ ପଦାର୍ଥ
ଅର୍ଥ : ବିସ୍ଫୋରଣ କରୁଥିବା
ଉଦାହରଣ :
ବିସ୍ଫୋଟକ ସାମଗ୍ରୀ ରହିଥିବା ଗୋଦାମରେ ନିଆଁ ଲାଗି ପଚାଶ ଜଣ ଲୋକ ମରିଗଲେ
ସମକକ୍ଷ : ବିସ୍ଫୋଟକାରୀ, ବିସ୍ଫୋରଣକାରୀ