ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ଥାପିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସ୍ଥାପିତ   ବିଶେଷ୍ୟ

ଅର୍ଥ : ଯାହାକୁ ନିଜ ସ୍ଥାନ ବା ପଦ ଆଦିରୁ ହଟାଇ ଦିଆଯାଇଛି

ଉଦାହରଣ : ବିସ୍ଥାପିତମାନଙ୍କୁ ପୁନଃ ଥଇଥାନ ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ

वह जो अपने स्थान या पद आदि से हटा दिया गया हो।

विस्थापितों के पुनर्वास की समस्या का समाधान अब तक नहीं हो पाया है।
विस्थापित

ବିସ୍ଥାପିତ   ବିଶେଷଣ

ଅର୍ଥ : ଯାହାକୁ ନିଜ ସ୍ଥାନରୁ ହଟାଇ ଦିଆଯାଇଛି

ଉଦାହରଣ : ସେ ବିସ୍ଥାପିତ ବସ୍ତୁଗୁଡ଼ିକୁ ପୁଣି ଥରେ ନିଜ ସ୍ଥାନରେ ରଖୁଥିଲେ

ସମକକ୍ଷ : ସ୍ଥାନଚ୍ୟୁତ, ସ୍ଥାନାନ୍ତରିତ

जो अपने स्थान से हटा दिया गया हो।

वह विस्थापित वस्तुओं को फिर से उनके स्थान पर रख रही थी।
अवकृष्ट, अवलुंचित, अवलुञ्चित, धता, विस्थापित, स्थानच्युत, हटाया