ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶ୍ୱାସଭାଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶ୍ୱାସଭାଜନ   ବିଶେଷ୍ୟ

ଅର୍ଥ : ସେହି ବ୍ୟକ୍ତି ଯାହାଙ୍କୁ ବିଶ୍ୱାସ କରାଯାଇ ପାରେ ବା ଯେ ବିଶ୍ୱାସର ପାତ୍ର

ଉଦାହରଣ : କଳିଯୁଗରେ ବିଶ୍ୱାସପାତ୍ର ମିଳିବା ବହୁତ କଷ୍ଟ

ସମକକ୍ଷ : ବିଶ୍ୱାସପାତ୍ର

वह व्यक्ति जिसपर विश्वास किया जा सके या जो विश्वास का पात्र हो।

कलियुग में विश्वासपात्र मिलना मुश्किल है।
आप्त, भरोसेमंद व्यक्ति, वफ़ादार, वफादार, विश्वासपात्र, विश्वासभाजन

A person who is loyal to their allegiance (especially in times of revolt).

loyalist, stalwart