ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରଞ୍ଜକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରଞ୍ଜକ   ବିଶେଷ୍ୟ

ଅର୍ଥ : ରଙ୍ଗ ବା ଦାଗ ହଟାଉଥିବା ପଦାର୍ଥ

ଉଦାହରଣ : ବଜାରରେ କେତେ ପ୍ରକାର ବିରଞ୍ଜକ ମିଳେ

ସମକକ୍ଷ : ବିରଂଜକ, ରଙ୍ଗଛଡା

ऐसा पदार्थ जो रंगों या दाग-धब्बों को हटाता है।

बाजार में कई प्रकार के विरंजक मिलते हैं।
विरंजक

An agent that makes things white or colorless.

blanching agent, bleach, bleaching agent, whitener

ଅର୍ଥ : ଏଭଳି ଏକଚୂର୍ଣ୍ଣ ଯାହାର ସାମାନ୍ୟ ବ୍ୟବହାରରେ ଅକ୍ସିଡେସନ ମାଧ୍ୟମରେ ରଙ୍ଗ ବା ଦାଗକୁ ହଟାଇ ଦିଏ

ଉଦାହରଣ : ଲୁଗାରୁ ଦାଗ ଛଡାଇବା ପାଇଁ ବିରଞ୍ଜକ ପାଉଡର ବ୍ୟବହାର କରାଯାଏ

ସମକକ୍ଷ : ବିରଞ୍ଜକ ଚୂର୍ଣ୍ଣ, ବିରଞ୍ଜକ ପାଉଡର

एक ऐसा चूर्ण जो सामान्य तौर पर ऑक्सीडेशन के माध्यम से रंगों या दाग-धब्बों को हटाता है।

कपड़ों के दाग-धब्बे हटाने के लिए विरंजक चूर्ण का इस्तेमाल किया जाता हैं।
विरंजक, विरंजक चूर्ण

A white powder comprised of calcium hydroxide and chloride and hypochlorite and used to bleach and/or disinfect.

bleaching powder, chloride of lime, chlorinated lime