ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିମାନ ଆକ୍ରମଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିମାନ ଆକ୍ରମଣ   ବିଶେଷ୍ୟ

ଅର୍ଥ : ଆକାଶ ମାର୍ଗରୁ ବା ବାୟୁଯାନଦ୍ୱାରା କରାଯାଉଥିବା ଆକ୍ରମଣ

ଉଦାହରଣ : ଭାରତ ଶତ୍ରୁଦେଶ ଉପରେ ବିମାନଆକ୍ରମଣ କରି ତାକୁ ନଷ୍ଟଭ୍ରଷ୍ଟ କରିଦେଲା

ସମକକ୍ଷ : ଉଡ଼ାଜାହାଜଆକ୍ରମଣ, ବାୟୁଆକ୍ରମଣ, ବିମାନଆକ୍ରମଣ

वह आक्रमण जो आकाश मार्ग या वायुयान से किया जाए।

भारत ने शत्रु देश पर हवाई आक्रमण कर उसे तहस-नहस कर दिया।
वैमानिक आक्रमण, हवाई आक्रमण, हवाई हमला

An attack by armed planes on a surface target.

air attack, air raid