ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିବସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିବସ୍ତ୍ର   ବିଶେଷଣ

ଅର୍ଥ : ଯେ ଲୁଗା ପିନ୍ଧିନାହିଁ ବା ଖୋଲା ରହିବା ବାଲା

ଉଦାହରଣ : ଗୋଟିଏ ଲଙ୍ଗଳା ପିଲା ମାଟିରେ ଖେଳୁଛି ଆଜିବି କୌଣସି କୌଣସି ଗୋଷ୍ଠୀର ଲୋକ ଲଙ୍ଗଳା ରହୁଛନ୍ତି

ସମକକ୍ଷ : ନଗ୍ନ, ବସ୍ତ୍ରହୀନ, ବିବସନ, ଲଙ୍ଗଳା

Completely unclothed.

Bare bodies.
Naked from the waist up.
A nude model.
au naturel, bare, naked, nude