ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଧେୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଧେୟକ   ବିଶେଷ୍ୟ

ଅର୍ଥ : କୌଣସି ବିଧାନ ବା ନିୟମର ପୂର୍ବ ବା ପ୍ରସ୍ତାବିତ ରୂପ ଯାହା ଗୃହୀତ ହେବା ନିମନ୍ତେ ବିଧାନ ସଭାରେ ଉପସ୍ଥାପନ କରାଯାଏ

ଉଦାହରଣ : ଏହି ବିଧେୟକକୁ ନେଇ ବିଧାନ ସଭାରେ ଖୁବ୍ ହଟଗୋଳ ହେଲା

ସମକକ୍ଷ : ବିଲ୍‌

किसी विधान या क़ानून का वह पूर्व या प्रस्तावित रूप जो पारित होने के लिए विधान सभा में उपस्थित किया जाता हो।

इस विधेयक को लेकर विधान सभा में ख़ूब हंगामा हुआ।
बिल, विधेयक

A statute in draft before it becomes law.

They held a public hearing on the bill.
bill, measure