ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଧର୍ମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଧର୍ମୀ   ବିଶେଷଣ

ଅର୍ଥ : ଧର୍ମରେ ନିଷ୍ଠା ବା ଶ୍ରଦ୍ଧା ନରଖିବାଲୋକ ବା ଯିଏ ଧାର୍ମିକ ନୁହେଁ

ଉଦାହରଣ : ରାବଣ ଜଣେ ଅଧର୍ମୀ ବ୍ୟକ୍ତି ଥିଲା

ସମକକ୍ଷ : ଅଧର୍ମୀ, ଅଧାର୍ମିକ, ଧର୍ମହୀନ

धर्म में निष्ठा या श्रद्धा न रखने वाला या जो धार्मिक न हो।

वह अधार्मिक व्यक्ति है।
अधर्मात्मा, अधर्मिष्ठ, अधर्मी, अधार्मिक, धर्महीन

ଅର୍ଥ : ମୁସଲମାନଙ୍କ ଅନୁସାରେ ଇସଲାମକୁ ନ ମାନୁଥିବା ଲୋକ

ଉଦାହରଣ : ମୌଲବୀଙ୍କଦ୍ୱାରା ପ୍ରଭାବିତ ହୋଇ କେତେଜଣ କା‌ଫିର ବ୍ୟକ୍ତି ଇସଲାମ ଧର୍ମ ଗ୍ରହଣ କଲେ

ସମକକ୍ଷ : କା‌ଫିର

मुसलमानों के अनुसार इस्लाम न मानने वाला।

मौलवी साहब से प्रभावित होकर कई काफिर व्यक्तियों ने इस्लाम स्वीकार कर लिया।
काफ़िर, काफिर

Not acknowledging the God of Christianity and Judaism and Islam.

ethnic, heathen, heathenish, pagan