ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦେଶ   ବିଶେଷ୍ୟ

ଅର୍ଥ : ନିଜ ଦେଶରୁ ଭିନ୍ନ ଦେଶ

ଉଦାହରଣ : ମୋହନ ବିଦେଶରେ ଚାକିରୀ କରୁଛି

ସମକକ୍ଷ : ପରଦେଶ, ପରରାଷ୍ଟ୍ର

अपने देश से भिन्न देश।

मोहन विदेश में नौकरी करता है।
दिसावर, देसावर, परदेश, परदेस, परराष्ट्र, विदेश, विलायत

ଅର୍ଥ : ନିଜର ଗାଁ, ନଗର, ପ୍ରାନ୍ତ ଇତ୍ୟାଦିକୁ ଛାଡିକରି ଅନ୍ୟଜାଗା

ଉଦାହରଣ : ମୋର ବାପା ବିଦେଶ ଯାଇଥିଲେ

ସମକକ୍ଷ : ପରଦେଶ

स्वयं के गाँव, नगर, प्रांत इत्यादि को छोड़कर अन्य जगह।

मेरे पिताजी परदेश गये थे।
परदेश

The piece of land on which something is located (or is to be located).

A good site for the school.
land site, site