ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦାକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦାକି   ବିଶେଷ୍ୟ

ଅର୍ଥ : ବିଦାୟ ଦେବା ସମୟରେ ଦିଆ ଯାଉଥିବା ଧନ

ଉଦାହରଣ : ଅତିଥିମାନଙ୍କୁ ଶହେଟଙ୍କା ଲେଖାଏଁ ବିଦାକି ମିଳିଛି

ସମକକ୍ଷ : ମେଲାଣି ଦକ୍ଷିଣା

विदा करते समय दिया जाने वाला धन।

मेहमानों को सौ-सौ रुपये विदाई मिली।
बिदाई, बिदायगी, रुखसती, विदाई, विदायगी

ଅର୍ଥ : ମାଙ୍ଗଳିକ କାର୍ଯ୍ୟରେ ବାରିକ,ଭାଟ,ବାଜାବାଲା ଆଦିଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ଏବଂ ବିଦାକି

ଉଦାହରଣ : ବାରିକ ବିଦାକିକୁ ନେଇ ସନ୍ତୁଷ୍ଟ ନଥିଲା

ସମକକ୍ଷ : ପାଉଣା

शुभ अवसरों पर नाइयों, भाटों, बाजेवालों आदि को दिया जानेवाला निमंत्रण और बिदाई।

नाई आखत से संतुष्ट नहीं था।
आखत

ଅର୍ଥ : ବାରିକ, ଧୋବା ଇତ୍ୟାଦି ବିବାହ ଆଦି ମଙ୍ଗଳ ଅବସରରେ ନେଉଥିବା ପାଉଣା

ଉଦାହରଣ : ଶ୍ୟାମାର ଶାଶୁଘରଲୋକ ବିଦାକି ଦେବାପାଇଁ ଭଲଭଲ ଶାଢ଼ୀ ଆଣିଛନ୍ତି

नाई, धोबी आदि जो विवाह आदि मंगल अवसरों पर नेग लेते हैं।

श्यामा के ससुराल वाले पौनियों को देने के लिए अच्छी-अच्छी साड़ियाँ लाए हैं।
पवनी, पौनी