ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିତାଡ଼ିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିତାଡ଼ିତ   ବିଶେଷଣ

ଅର୍ଥ : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ

ଉଦାହରଣ : ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ

ସମକକ୍ଷ : ବହିଷ୍କୃତ

ଅର୍ଥ : ଯେଉଁମାନେ ବାଦ୍ ପଡ଼ିଥାନ୍ତି

ଉଦାହରଣ : ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ

ସମକକ୍ଷ : ବହିଷ୍କୃତ

बाहर किया या निकाला हुआ।

प्रतियोगिता से बहिष्कृत खिलाड़ियों को सफाई पेश करने का एक और मौका दिया जाएगा।
अवकृष्ट, ख़ारिज, खारिज, बहिष्कृत

Excluded from a society.

friendless, outcast

ଅର୍ଥ : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ

ଉଦାହରଣ : ବହିଷ୍କୃତ ଖେଳାଳି ନିରାଶ ଥିଲା

ସମକକ୍ଷ : ଦୂରୀକୃତ, ବହିଷ୍କୃତ, ବାହାରକରାଯାଇଥିବା

* जो स्ट्राइकआउट द्वारा बाहर हो गया हो (खेल में)।

डाउन खिलाड़ी निराश था।
डाउन, बाहर हुआ

Being put out by a strikeout.

Two down in the bottom of the ninth.
down