ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାୟୁସେନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାୟୁସେନା   ବିଶେଷ୍ୟ

ଅର୍ଥ : ଲଢ଼ୁଆ ବିମାନରେଥାଇ ଆକାଶରେ ପଇଁନ୍ତରା ମାରୁଥିବା ଓ ଲଢ଼େଇ କରୁଥିବା ସେନାଦଳ

ଉଦାହରଣ : ଭାରତୀୟ ବାୟୁସେନା ଶତ୍ରୁଦେଶ ଉପରେ ଆକ୍ରମଣକରି ତାହାର କେତେକ ସହରକୁ ବିଧ୍ୱସ୍ତ କରିଦେଲା

ସମକକ୍ଷ : ଆକାଶବାହିନୀ, ଏୟାରଫୋର୍ସ

वह सेना जो लड़ाकू विमानों से युद्ध करती है या आकाशीय कार्यवाही करनेवाली सेना।

भारतीय वायु सेना ने शत्रु देश पर हवाई हमला कर उनके कई शहरों को नेस्तनाबूद कर दिया।
एयरफोर्स, नभ सेना, वायु सेना, वायु-सेना, वायुसेना

The airborne branch of a country's armed forces.

air force, airforce