ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାୟାଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାୟାଁ   ବିଶେଷ୍ୟ

ଅର୍ଥ : ତବଲାରେ ଏକାବେଳେ ବାଜୁଥିବା ଦୁଇଟି ବାଦ୍ୟ ମଧ୍ୟରୁ ଗୋଟିଏ ଯାହା ଧାତୁ ବା କାଠ ଉପରେ ଚମଡ଼ା ମଡ଼ାଇ ତିଆରି କରାଯାଇଥାଏ

ଉଦାହରଣ : ରବି ତବଲା ବଜାଉଥିବା ବେଳେ ବାୟାଁ ଉପରେ ଏତେ ଜୋରରେ ବାଡ଼େଇଲା ଯେ ତାହା କଣା ହୋଇଗଲା

ସମକକ୍ଷ : ବାଁୟାଁ

तबले में एक साथ बजने वाले दो बाजे में से एक जो धातु या काठ पर चमड़ा मढ़कर बनाया जाता है।

दाएँ की तुलना में बायाँ छोटा होता है।
रवि ने तबला बजाते समय बायें पर इतने ज़ोर से मारा कि वह फूट गया।
जील, ठेका, बाँयाँ, बायाँ