ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହୁଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହୁଟି   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାର ହସ୍ତାଭୂଷଣ

ଉଦାହରଣ : ଛତିଶଗଡ଼ୀ ମହିଳାମାନଙ୍କ ମଧ୍ୟରେ ଅତ୍ୟଧିକ ବାହୁଟି ବ୍ୟବହାର ହେଉଛି

एक प्रकार का हस्ताभूषण।

छत्तीसगढ़ी महिलाओं में भी बहुँटा का अत्यधिक प्रचलन है।
बहुँटा, बहुंटा

ଅର୍ଥ : ଏକ ପ୍ରକାର ଆଭୂଷଣ

ଉଦାହରଣ : ବାହୁଟି ବାହୁରେ ପିନ୍ଧାଯାଏ

एक प्रकार का आभूषण।

बहूँटा बाँह में पहना जाता है।
बहूँटा

ଅର୍ଥ : ଗାଁ ସ୍ତ୍ରୀମାନେ ବାଁ ବାହୁରେ ପିନ୍ଧୁଥିବା ଏକ ପ୍ରକାର ଗହଣା

ଉଦାହରଣ : ଦୁଲାରୀ ବାହୁଟି ପିନ୍ଧିଛି

बाँह पर पहनने का एक गहना जिसे विशेषकर ग्रामीण औरतें पहनती हैं।

दुलारी तोशा पहनी हुई है।
तोशा

ଅର୍ଥ : ଏକ ଆଭୂଷଣ

ଉଦାହରଣ : ବାହୁଟି ବାହୁରେ ପିନ୍ଧାଯାଏ

एक आभूषण।

बहुटनी बाँह पर पहनी जाती है।
बहुटनी

ଅର୍ଥ : ଏକ ପ୍ରକାରର ଗହଣା

ଉଦାହରଣ : ବାହୁଟି ବାହୁରେ ପିନ୍ଧନ୍ତି

एक प्रकार का गहना।

टंड़िया बाँह में पहनते हैं।
टंड़िया

ଅର୍ଥ : ବାହୁରେ ପିନ୍ଧୁଥିବା ଗୋଟିଏ ଗହଣା

ଉଦାହରଣ : ଶୀଲା ବାହୁଟି ପିନ୍ଧିଛି

बाँह में पहनने का एक गहना।

शीला बँहुटा पहनी है।
बँहुटा

A band worn around the arm for decoration.

arm band, armlet